ରାଗ ଚୂର୍ଣ୍ଣ Rāga chūrṇṇa

  • ସଂ. ବି. (ରାଗ=ରକ୍ତବର୍ଣ୍ଣ+ଚୂର୍ଣ୍ଣ) — (କର୍ମଧା); ରକ୍ତବର୍ଣ୍ଣ ଚୂର୍ଣ୍ଣ; ଫଗୁ — Red powder
  • ସଂ. ବି. (ରାଗ=ରକ୍ତବର୍ଣ୍ଣ+ଚୂର୍ଣ୍ଣ) — ସିନ୍ଦୂର — Red lead
  • ସଂ. ବି. (ରାଗ=ରକ୍ତବର୍ଣ୍ଣ+ଚୂର୍ଣ୍ଣ) — (ବହୁବ୍ରୀହି) କନ୍ଦର୍ପ; ମଦନ — Cupid
  • ସଂ. ବି. (ରାଗ=ରକ୍ତବର୍ଣ୍ଣ+ଚୂର୍ଣ୍ଣ) — ଖଇର ଗଛ — Catechu tree
  • ସଂ. ବି. (ରାଗ=ରକ୍ତବର୍ଣ୍ଣ+ଚୂର୍ଣ୍ଣ) — ଲାକ୍ଷା — Lac