ରାଗ ଚଣା Rāga chaṇā
- ପ୍ରାଦେ (ଗଞ୍ଜାମ) ଓ — ବୁଟକୁ ବା ଚଣାକୁ ରାତ୍ରିରେ ପାଣିରେ ବତୁରାଇ ସକାଳେ ସିଝାଇ ତହିଁରେ ପରେ କାଗଜି ଲେମ୍ବୁ ରସ ଓ ପିଆଜ ଦ୍ୱାରା ଲଙ୍କାମରିଚ ବଘାରି ପ୍ରସ୍ତୁତ କରିବା ଖାଦ୍ୟ — A food prepared by boiling wet gram or Cicer Arietinum and seasoning it with lemon juice, onion and red pepper