ରାଇ ବାର Rāibāra
- ଦେ. ବି.—(ସଂ. ରାଜ ବାର୍ତ୍ତାବହ) — କୌଣସି ରାଜାଙ୍କ ଠାରୁ ଅନ୍ଯ ରାଜାଙ୍କ ନିକଟକୁ ମୌଖିକ ସଂବାଦ ଘେନି ପ୍ରେରିତ ବ୍ଯକ୍ତି — A carrier of verbal messages from a Raja to another
- ଦେ. ବି.—(ସଂ. ରାଜ ବାର୍ତ୍ତାବହ) — ଦୂତଦ୍ୱାରା ଏକ ରାଜାଙ୍କ ନିକଟକୁ ଅନ୍ଯ ରାଜାଙ୍କଦ୍ୱାରା ପ୍ରେରିତ ମୌଖିକ ସଂବାଦ — A verbal message sent by one Raja to another through a messenger
- ଦେ. ବି.—(ସଂ. ରାଜ ବାର୍ତ୍ତାବହ) — ମଧ୍ୟସ୍ଥ ଲୋକଙ୍କଦ୍ୱାରା ବ୍ୟାବହାରିକ ବିଷୟର କଥାବାର୍ତ୍ତା — Business-negotiations made by a mediator
- ଦେ. ବି.—(ସଂ. ରାଜ ବାର୍ତ୍ତାବହ) — ରାଜାଙ୍କ କୀର୍ତ୍ତି — The famous deeds of Kings