ରାଇ ସୋରିଷ Rāi sorisha

  • ଦେ. ବି. (ସଂ ରାଜସର୍ଷପ) — ଶ୍ୱେତ ସର୍ଷପ; ଧଳା ସୋରିଷ — A sort of mustard; Sinapis Ramosa
  • ଦେ. ବି. (ସଂ ରାଜସର୍ଷପ) — [ଦ୍ର—ଏହାର ତେଲ ସାଧାରଣ ସୋରିଷ ତେଲ ଅପେକ୍ଷା କଟୁ। ସାଧାରଣତଃ ଧଳା ସୋରିଷକୁ ଲୋକେ ରାଇ ସୋରିଷ କହନ୍ତି, କିନ୍ତୁ ଧଳା ସୋରିଷ (ଶ୍ୱେତିକା, ସିଦ୍ଧାର୍ଥ) ଓ ରାଇ ସୋରିଷ (ରାଜିକା; ଛୋଟ ଓ ନାଲିଆ), ଉଭୟେ ପୃଥକ୍। ଏହି ଛୋଟ ଓ ନାଲିଆ ପ୍ରକାରକୁ — Brassica Napus)କହନ୍ତି]
  • ଦେ. ବିଣ.—(ଲକ୍ଷଣାର୍ଥ) — ଖପା; କ୍ରୁଦ୍ଧ — Angry
  • ଦେ. ବିଣ.—(ଲକ୍ଷଣାର୍ଥ) — (ଯଥା—ଆମ ବଉଁଶ ଉପରେ ସେ ତ ରାଇସୋରିଷ।)