ରାଇ ବଣିଆ Rāi baṇiā

  • ଦେ. ବି. — ରାଇ ଗଛର ବଣ — A forest or grove of 'Rāi' trees
  • ଦେ. ବି. — ବାଲେଶ୍ୱର ଜିଲ୍ଲାର ଉତ୍ତରାଞ୍ଚଳରେ ଅବସ୍ଥିତ ପ୍ରାଚୀନ ସ୍ୱାଧୀନ ଉତ୍କଳର ଦୁର୍ଗ ବିଶେଷ। (ଏ ପର୍ଯ୍ୟନ୍ତ ଏଥିର ଧ୍ୱଂସାବଶେଷ ବିଦ୍ଯମାନ ଅଛି) — Name of a fort of ancient Orissa in the district of Balasore