ରସାଭାସ Rasābhāsa
- ସଂ. ବି. ( 6 ଷ୍ଠୀ ତତ୍) — ରସ ସମ୍ବନ୍ଧେ ମନର ବାସ୍ତବଭାବର ଗୋପନ — Simulation of sentiment; semblance of passion or sentiment
- ସଂ. ବି. ( 6 ଷ୍ଠୀ ତତ୍) — କୌଣସି ପ୍ରସଙ୍ଗରେ ବା ସ୍ଥାନରେ ଅନୁଚିତ ରସର ଅବତାରଣା — Introducing a sentiment which does not befit the subject matter
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ପଶୁ ପକ୍ଷୀ ପ୍ରଭୃତି ତିର୍ଯ୍ୟକ୍ ଯୋନି ଜୀବମାନଙ୍କ ସମ୍ବନ୍ଧରେ ଆଦିରସର, ଗୁରୁଜନଙ୍କ ପ୍ରତି କୋପପ୍ରକାଶ କରି ରୌଦ୍ରରସର ଅବତାରଣା କଲେ ଏହା ରସ ନ ହୋଇ ରସାଭାସ ହୁଏ।]
- ସଂ. ବି. ( 6 ଷ୍ଠୀ ତତ୍) — ପ୍ରକୃତ କାରଣ ଛଡ଼ା ଅନ୍ଯ କାରଣରେ ରସର ଆରୋପ — Attributing evident emotions to some cause which is different from the real one
- ସଂ. ବି. ( 6 ଷ୍ଠୀ ତତ୍) — ନୀଚ ରସ ସୁଲଭ ବାକ୍ୟ; ଅଶିଷ୍ଟ ବଚନ — Unbecoming words; words befitting a lower sentiment
- ସଂ. ବି. ( 6 ଷ୍ଠୀ ତତ୍) — ରସ ଭଙ୍ଗ (ଦେଖ) — Rasa bhaṅga (See)
- ସଂ. ବି. ( 6 ଷ୍ଠୀ ତତ୍) — ନୀଚ ରସ — Lower sentiment