ରସାଧିକ୍ୟ Rasādhikya

  • ସଂ. ବି. — ରସପ୍ରାଚୁର୍ଯ୍ୟ; ରସ ବେଶି ହେବା — Excess of Rasa
  • ସଂ. ବି. — କାକୋଳି ଦ୍ରାକ୍ଷା — A medicinal fruit
  • ସଂ. ବି. — କିସ୍ମିସ୍ — Raisin; Currant