ରସାମୃତ ସିନ୍ଧୁ Rasāmṛuta sindhu

  • ସଂ. ବି. — ଭକ୍ତି ରସାମୃତସିନ୍ଧୁ (ଦେଖ) — Bhakti rasāmṛutasindhu. (See)
  • ସଂ. ବି. — [ଉ—ଆହୁରି ମନ ଦେଇ ଶୁଣ, ରସାମୃତ ସିନ୍ଧୁ ବଚନ। ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ।]