ରସାମୃତ Rasāmṛuta

  • ସଂ. ବି. (ରୂପକ) — ଅମୃତ ପରି ମଧୁର କାବ୍ୟ- ରସ — Sentiment or taste compared to nectar
  • ସଂ. ବି. (ରୂପକ) — ପାରା, ଗନ୍ଧକ, ଶିଳାଜତୁ, ଚନ୍ଦନ, ଗୁଳୁଚି, ଧନିଆ, ଇନ୍ଦ୍ରଯବ, ଯଷ୍ଟିମଧୁ ଆଦିରେ ପ୍ରସ୍ତୁତ ଔଷଧ ବିଶେଷ (ହି. ଶ.) — Name of a medicinal preparation
  • ସଂ. ବି. (ରୂପକ) — [ଦ୍ର—ଏହା ରକ୍ତପିତ୍ତ ଜ୍ୱରରେ ଉପକାରୀ—ହି. ଶ.]