ରସବନ୍ତ Rasabanta

  • ସଂ. ବିଣ. (ସଂ. ରସବତ୍ ଶବ୍ଦ) — ରସିକ (ଦେଖ) — Rasika (See)
  • ଦେ. ବିଣ. — ରସପୂର୍ଣ୍ଣ; ସୁସ୍ୱାଦୁ; ସୁମଧୁର — Sweet; palatable
  • ଦେ. ବିଣ. — [ଉ—ବହୁତ ଭକ୍ଷ୍ୟ ଭୋଜ୍ୟ ରସବନ୍ତ ହୋଇ। କୃଷ୍ଣସିଂହ. ମହାଭାରତ. ସଭା।]