ରସବତ୍ Rasabat
- ସଂ. ବି. କ୍ଳୀ. (ରସ+ବତ୍) — ଗୌଣ ବା ଅପ୍ରଧାନ ରସ ବା ଭାବବିଶିଷ୍ଟ — Consisting of a secondary feeling or sentiment
- ସଂ. ବି. କ୍ଳୀ. (ରସ+ବତ୍) — ରସପୂର୍ଣ୍ଣ — Full of juice; juicy
- ସଂ. ବି. କ୍ଳୀ. (ରସ+ବତ୍) — ସୁସ୍ୱାଦୁ; ସୁମଧୁର — Sweet; well-flavoured
- ସଂ. ବି. କ୍ଳୀ. (ରସ+ବତ୍) — ଭାବ ବିଶିଷ୍ଟ — Sentimental
- ସଂ. ବି. କ୍ଳୀ. (ରସ+ବତ୍) — ସୁରୁଚିପୂର୍ଣ୍ଣ — Tasteful
- ସଂ. ବି. — କାବ୍ୟାଳଙ୍କାର ବିଶେଷ (ଯେଉଁ ରଚନାରେ 'ଭାବ' ପ୍ରଥମ ହୁଏ ଓ 'ରସ' ଗୁଣୀଭୂତତ୍ତ୍ୱ ବା ଅପ୍ରଧାନତାକୁ ପ୍ରାପ୍ତ ହୁଏ — Name of a figure of speech in rhetoric