ରସବିନୋଦ Rasabinoda

  • ସଂ. ବି. — ରସଲୀଳା (ଦେଖ) — Rasalīḻa. (See)
  • ଦେ. ବି. — କବି ଦୀନକୃଷ୍ଣ ଦାସଙ୍କ ରଚିତ ରାଧାକୃଷ୍ଣ ଲୀଳା ବିଷୟକ ପଦ୍ୟଗ୍ରନ୍ଥ — Name of a poetical work by poet Dīnakṛushṇa