ରସପାତାଳ Rasapātāḻ

  • ବୈଦେ. ବି. (ଇଂ—ହସ୍ପିଟାଲ୍) — ଦାତବ୍ୟ ଚିକିତ୍ସାଳୟ — Hospital
  • ବୈଦେ. ବି. (ଇଂ—ହସ୍ପିଟାଲ୍) — [ଉ—ନୋହିଲେ ଲାଟସାହେବଙ୍କ ନାମରେ ରସପାତାଳ ବସାଅ, ମନ୍ଦିରଟା କଣ?—ଫକୀରମୋହନ, ଛଅମାଣ ଆଠଗୁଣ୍ଠ।]