ରଫାଦାଦ୍ Raphā dād

  • ବୈଦେ. ବି (ଫା; କଚିରିଆ) — ରଫା ହୋଇଥିବା ବିଷୟ — Amicably settled matter
  • ବୈଦେ. ବିଣ — ରଫା କରା ଯାଇଥିବା — Amicably settled; compromised
  • ବୈଦେ. ବିଣ — (ଯଥା—ଭଲଲୋକଙ୍କ ରଫାଦାଦ୍ ମତେ ଏ ମକଦମା ନିଷ୍ପତ୍ତି ହେଲା)।
  • ବୈଦେ. ବିଣ — ରଫାସମ୍ବନ୍ଧୀୟ — Relating to compromise