ରଫୁ Raphu

  • ବୈଦେ. ବି [ଆ] — ଛିନ୍ନ ବସ୍ତ୍ରାଦିରେ ରନ୍ଧ୍ରକୁ ବା ଫାଟକୁ ସୂତା ବୁଣି ସିଲାଇ କରିବା — Darning of a hole or rift in a cloth
  • ବୈଦେ. ବିଣ — ନିଷ୍ଫଳ; ଅକୃତକାର୍ଯ୍ୟ — Unsuccessful
  • ବୈଦେ. ବିଣ — ପରାସ୍ତ; ପରାଜିତ — Defeated; vanquished