ରଫାନାମା ଦରଖାସ୍ତ Raphānāmā darakhāsta

  • ବୈଦେ. ବି (କଚିରିଆ) — ରଫା ଦରଖାସ୍ତ; ଯେଉଁ ଦରଖାସ୍ତରେ ଉଭୟପକ୍ଷଙ୍କ ମଧ୍ୟରେ ଆପୋସୀରେ ମୀମାଂସା ହୋଇଥିବା ସର୍ତ୍ତ ଆଦି ଲେଖା ହୋଇ ଅଦାଲତରେ ଦାଖଲ ହୁଏ — Compromise petiton filed in court