ରଫାଠଉଁ ଲଫା ନାହିଁ Raphāṭhauñ laphā nāhiñ

  • ଦେ. ପ୍ରବଚନ — ମାମଲା ମକଦମା ନ କରି ବିବାଦକୁ ଆପୋସିରେ ନିଷ୍ପତ୍ତି କରିବାହିଁ ଲାଭଜନକ — It is profitable to have a matter amicably settled rather than to fight out a case