ରଥାଙ୍ଗ Rathāṅga
- ସଂ.ବି (ରଥର ଅଙ୍ଗ 6 ଷ୍ଠୀ ତତ୍) — ରଥର ଚକ୍ର — The wheel of a car
- ସଂ.ବି (ରଥର ଅଙ୍ଗ 6 ଷ୍ଠୀ ତତ୍) — ଚକ୍ର; ଚକ — Wheel
- ସଂ.ବି (ରଥର ଅଙ୍ଗ 6 ଷ୍ଠୀ ତତ୍) — ଚକ୍ରବାକ ପକ୍ଷୀ — The ruddy goose
- ସଂ.ବି (ରଥର ଅଙ୍ଗ 6 ଷ୍ଠୀ ତତ୍) — (ଉ— 1।3 —) ବକ୍ଷସ୍ଥଳେ ଦେଖି ଗର୍ତ୍ତ; ରଥାଙ୍ଗ ଲକ୍ଷ ଭାଷିତ, ରଥାଙ୍ଗ ରଜନୀ ହୋଇଥିଲା ଯେ। ଭଞ୍ଜ. ବୈଦେହିଶବିଳାଶ। — (ଉ—13—) ବକ୍ଷସ୍ଥଳେ ଦେଖି ଗର୍ତ୍ତ; ରଥାଙ୍ଗ ଲକ୍ଷ ଭାଷିତ, ରଥାଙ୍ଗ ରଜନୀ ହୋଇଥିଲା ଯେ ଭଞ୍ଜ. ବୈଦେହିଶବିଳାଶ