ରଥବୁହା Rathabuhā

  • ଦେ. ବିଣ — (ସଂ. ରଥବାହନ) ରଥର ଚାଳନ — Driving of a car
  • ଦେ. ବିଣ — [ଉ—ଋତୁପର୍ଣ୍ଣ ବାହୁକ ରଥବୁହା ଦେଖି, ପ୍ରମୋଦ ଜଳେ ଭାସି ଗଲେ ହୋଇ ସୁଖୀ। କୃଷ୍ଣ ସିଂହ. ମହାଭାରତ. ବନ।]