ରଥନ୍ତର Rathantara

  • ସଂ. ବି (ରଥମ୍=ରଥକୁ+ତୃ ଧାତୁ. ଣିଚ୍; ତାରି. ଧାତୁ+କର୍ତ୍ତୃ.ଅ) — ସାରଥି — Charioteer
  • ସଂ. ବି (ରଥମ୍=ରଥକୁ+ତୃ ଧାତୁ. ଣିଚ୍; ତାରି. ଧାତୁ+କର୍ତ୍ତୃ.ଅ) — ସାମ ବେଦର ଶାଖା ବିଶେଷ — Name of a portion of the Sāma Beda