ରଥାଙ୍ଗ ମିଥୁନ Rathāṅga mithuna

  • ସଂ. ବି. ( 6 ଷ୍ଠୀ ତତ୍) — ଚକୁଆ ଓ ଚକେଈ ପକ୍ଷୀଦ୍ୱୟ — A couple of ruddy goose
  • ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ଏମାନେ ଦିନରେ ହଳହଳ ହୋଇ ଚରନ୍ତି ଓ ରାତିକୁ ପୃଥକ୍ ହୋଇ ଯାଆନ୍ତି ବୋଲି ପ୍ରବାଦ ଅଛି।]