ରତିଜ୍ଞ Ratijn̄a

  • ସଂ. ବିଣ. ପୁଂ (ରତି+ଜ୍ଞା. ଧାତୁ+କର୍ତ୍ତୃ. ଅ) — ରତି ବିଷୟରେ ଅଭିଜ୍ଞ — Skilled in the art of sexual intercourse
  • ସଂ. ବିଣ. ପୁଂ (ରତି+ଜ୍ଞା. ଧାତୁ+କର୍ତ୍ତୃ. ଅ) — ପ୍ରେମ ବିଷୟରେ ଅଭିଜ୍ଞ — Skilled in the art of love. (M.W.)