ରତିଏ Ratie

  • ଦେ. ଅ — ଏକ ରତିମାତ୍ର; ଓଜନରେ 1 ରତି — ଏକ ରତିମାତ୍ର; ଓଜନରେରତି— . One rati or 4 grains only
  • ଦେ. ଅ — (ଲକ୍ଷଣାର୍ଥ) ଅତି ସାମାନ୍ୟ ପରିମାଣବିଶିଷ୍ଟ — (figurative) Very slight; a particle of
  • ଦେ. ଅ — [ଯଥା—ତୋ କଥାରେ ରତିଏ ସତ ନାହିଁ।]
  • ଦେ. ଅ — ଅତି ସାମାନ୍ୟରେ — Very slightly
  • ଦେ. ଅ — [ଉ— ରତିଏ ସେ ଯହିଁ ତୁଳନା ନୋହିଲା— ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ]।