ରତିରଙ୍ଗୀ Ratiraṅgī

  • ସଂ. ବିଣ. ପୁଂ[ରତିରଙ୍ଗିନ୍; 1 ମା. 1 ବ] — ରତିରଙ୍ଗରେ ପାରଙ୍ଗମ; ରତି କୁଶଳ; ସୁରତରଙ୍ଗୀ — Expert in the art of copulation
  • ସଂ. ବିଣ. ପୁଂ[ରତିରଙ୍ଗିନ୍; 1 ମା. 1 ବ] — (ରତିରଙ୍ଗ+ଇନ୍ 1 ମା. 1 ବ)— ସୁରତିରେ ମାତିଥିବା; ରତିକ୍ରୀଡ଼ାରେ ମତ୍ତ — (ରତିରଙ୍ଗ+ଇନ୍1ମା.1ବ)— ସୁରତିରେ ମାତିଥିବା; ରତିକ୍ରୀଡ଼ାରେ ମତ୍ତ—. Engaged in the enjoyment of the pleasures of coition