ରତିମଦା Ratimadā

  • ସଂ. ବି. ସ୍ତ୍ରୀ (ରତି+ମଦ୍. ଧାତୁ=ମତ୍ତ ହେବା+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଅପ୍ସରା; ସ୍ୱର୍ବେଶ୍ୟା; ବିଦ୍ୟାଧରୀ — The ever youthful and ravishing heavenly nymphs of the court of Indra