ରଜନି କର Raj̄ani kara
- ସଂ. ବି (ବହୁବ୍ରୀହି; ରଜନୀରେ କର=କିରଣ ଯାହାର) — ନିଶାକର; ଚନ୍ଦ୍ର — The moon
- ସଂ. ବି (ବହୁବ୍ରୀହି; ରଜନୀରେ କର=କିରଣ ଯାହାର) — କର୍ପୂର — Camphor
- ସଂ. ବି (ବହୁବ୍ରୀହି; ରଜନୀରେ କର=କିରଣ ଯାହାର) — (ରଜ+ନିକର; 6 ଷ୍ଠୀ ତତ୍)—ଧୂଳିସମୂହ — (ରଜ+ନିକର;6ଷ୍ଠୀ ତତ୍)—ଧୂଳିସମୂହ— . A mass or cloud of dust
- ସଂ. ବି (ବହୁବ୍ରୀହି; ରଜନୀରେ କର=କିରଣ ଯାହାର) — (ଉ—ବୁଜାଇ ନୟନ ରଜନିକରେ, ବଳରେ ସୃଷ୍ଟି କବଳ କରେ— ଭଞ୍ଜ. ବୈଦେହୀଶବିଳାସ।)