ରଜନି Rajani
- ସଂ. ବି (ରନ୍ଜ ଧାତୁ+କର୍ମ ଅନି;+ ଈ) — ରାତ୍ରି; ରାତି — Night
- ସଂ. ବି (ରନ୍ଜ ଧାତୁ+କର୍ମ ଅନି;+ ଈ) — (+କରଣ ଅନି)— ହରିଦ୍ରା; ହଳଦି — Turmeric; Curcuma Longa
- ସଂ. ବି (ରନ୍ଜ ଧାତୁ+କର୍ମ ଅନି;+ ଈ) — ଲାକ୍ଷା; ଲାଖ — Red lac
- ସଂ. ବି (ରନ୍ଜ ଧାତୁ+କର୍ମ ଅନି;+ ଈ) — ନୀଳ — Indigo
- ସଂ. ବି (ରନ୍ଜ ଧାତୁ+କର୍ମ ଅନି;+ ଈ) — ନୀଳଗୁଳ୍ମ — The Indigo plant
- ସଂ. ବି (ରନ୍ଜ ଧାତୁ+କର୍ମ ଅନି;+ ଈ) — ଦୁର୍ଗା — Durgā (Apte)