ରଜତୋପମ Rajatopama

  • ସଂ. ବିଣ (ବହୁବ୍ରୀହି; ରଜତ+ଉପମା) — ରୂପା ପରି; ରୂପା ସଙ୍ଗେ ତୁଳନୀୟ — Resembling; silver
  • ସଂ. ବି — ରୌପ୍ୟ ମାକ୍ଷିକ; ତାର ମାକ୍ଷିକ; ଉପଧାତୁ ବିଶେଷ (ହି. ଶ) — Iron pyrites; Ferri Sulphuratum