ରଜନି ମୁଖ Rajani mukha

  • ସଂ. ବି ( 6 ଷ୍ଠୀ ତତ୍; ରଜନୀର ମୁଖ=ଆରମ୍ଭକାଳ) — ନିଶାମୁଖ; ପ୍ରଦୋଷ; ସୂର୍ୟ୍ଯାସ୍ତର ପରବର୍ତ୍ତୀ ଚାରି ଦଣ୍ଡକାଳ; ସନ୍ଧ୍ୟାବେଳ — Evening; eventide; nightfall