ରଙ୍ଗିନ୍ Raṅgin

  • ବୈଦେ. ବିଣ (ଫା) — ରଞ୍ଜିତ; ବର୍ଣ୍ଣବିଶିଷ୍ଟ — Coloured
  • ବୈଦେ. ବିଣ (ଫା) — ଚିତ୍ରିତ — Painted
  • ବୈଦେ. ବିଣ (ଫା) — ଚିତ୍ରବିଚିତ୍ର — Painted in various colours
  • ବୈଦେ. ବିଣ (ଫା) — [ଯଥା— ରଙ୍ଗିନ୍ କାଗଜ, ରଙ୍ଗିନ୍ କାର୍ଡ଼।]