ରଙ୍ଗିନୀ Raṅginī

  • ସଂ. ବିଣ. ସ୍ତ୍ରୀ (ରଙ୍ଗ+ଇନ୍+ସ୍ତ୍ରୀ) — କୌତୁକ— କାରିଣୀ; କୌତୁକପ୍ରିୟ — Sportive; fond of fun (woman)
  • ସଂ. ବିଣ. ସ୍ତ୍ରୀ (ରଙ୍ଗ+ଇନ୍+ସ୍ତ୍ରୀ) — ରସିକା (ସ୍ତ୍ରୀ) — Witty (woman)
  • ସଂ. ବିଣ. ସ୍ତ୍ରୀ (ରଙ୍ଗ+ଇନ୍+ସ୍ତ୍ରୀ) — ଅନୁରାଗିଣୀ — Loving; affectionate
  • ସଂ. ବିଣ. ସ୍ତ୍ରୀ (ରଙ୍ଗ+ଇନ୍+ସ୍ତ୍ରୀ) — ଯେ ରଙ୍ଗରେ ମାତିଥାଏ — Engaged in merriment
  • ସଂ. ବିଣ. ସ୍ତ୍ରୀ (ରଙ୍ଗ+ଇନ୍+ସ୍ତ୍ରୀ) — [ଦ୍ର—ଏହା ଅନ୍ଯ ଶବ୍ଦ ସଙ୍ଗେ ମଧ୍ୟ ସମାସ ହୁଏ। ଯଥା— ରଣରଙ୍ଗିନୀ; ରତିରଙ୍ଗିନୀ।]
  • ସଂ. ବି — ଶତମୂଳୀ; ଛତୁଆରୀ ଲତା — (a thorny creeper) Asparagus Racemosus
  • ସଂ. ବି — କୈବର୍ତ୍ତିକା; କେଉଟିଆ ମୁଥା — A sort of grass with fragrant bulbous root; Cyperus Rotundus
  • ଦେ. ବି — ରଙ୍ଗଣୀ ( 1 ) ଦେଖ — ରଙ୍ଗଣୀ (1) ଦେଖ—Raṅgaṇī (1) (See)
  • ଦେ. ବି — (ଉ—ଥୋପି ପଡ଼ିଲା ଯେ ରଙ୍ଗେ ରଙ୍ଗିଣୀ— ଗୋଲୋକ ଇନ୍ଦୁରେଖା।)