ରଙ୍ଗିଆ ରାଇ Raṅgiā rāi

  • ଦେ. ବି — ଏକ ପ୍ରକାର ନାଲିଧାନ — A kind of red paddy producing white rice
  • ଦେ. ବି — [ଉ— ଧାନ ନାଆଁ ରଙ୍ଗିଆରାଇ, ୟାକୁ ନ ଛାଡ଼ିବୁ ଚଷାଭାଇ!— କୃଷିବଚନ; ଧାନ କରିଥିବ ରଙ୍ଗିଆରାଇ, ଭାତକୁ ସୁନ୍ଦର ଲିଆକୁ ବାଇ—କୃଷିବଚନ।]
  • ଦେ. ବି — [ଦ୍ର—ଏହା ପ୍ରଚୁର ପରିମାଣରେ ଫଳେ। ଏଥିରୁ ଧଳାଚାଉଳ ବାହାରେ।]