ରଙ୍ଗିବା Raṅgibā

  • ପ୍ରାଦେ (ଗଡ଼ଜାତ, ବୌଦ) କ୍ରି (ସଂ. ରଙ୍ଗଧାତୁ; ତୁଳ. ହି. ରେଂଗ୍ନା) — ସାପ ପରି ବଙ୍କେଇ ବଙ୍କେଇ ଯିବା — To move in a crooked manner
  • ପ୍ରାଦେ [ସମ୍ବଲପୁର] କ୍ରି — ଚାଲିବା — To walk
  • ପ୍ରାଦେ [ଆଠମଲ୍ଲିକ] କ୍ରି — ହାମୁଡ଼େଇବା — To crawl; to creep