ରକ୍ତାଭ Raktābha

  • ସଂ. ବିଣ (ବହୁବ୍ରୀହି; ରକ୍ତ+ଆଭା=କାନ୍ତି; ତେଜ) — ରକ୍ତବର୍ଣ୍ଣ ବିଶିଷ୍ଟ — Red-coloured
  • ସଂ. ବିଣ (ବହୁବ୍ରୀହି; ରକ୍ତ+ଆଭା=କାନ୍ତି; ତେଜ) — ଗୋଲାପୀ (ରଙ୍ଗ); ଈଷତ୍ ନାଲିଆ — Reddish; slightly red; rosy
  • ବି — ସାଧବଘର ବୋହୂ ପୋକ — Cochineal insect