ରକ୍ତାମ୍ବର Raktāmbara

  • ସଂ. ବି. — (କର୍ମଧା)—ରକ୍ତବର୍ଣ୍ଣ ବସ୍ତ୍ର — Red cloth
  • ସଂ. ବି. — କଷାୟାମ୍ବର; ରକ୍ତରଞ୍ଜିତ ବସ୍ତ୍ର — A cloth dyed red
  • ସଂ. ବି. — (ପୁଂ)— କଷାୟବସନଧାରୀ ସନ୍ନ୍ୟାସୀ — A mendicant wearing red coloured cloth
  • ବିଣ. ପୁଂ — ରକ୍ତବସ୍ତ୍ର ପରିହିତ — Wearing red cloth; clad in red garments