ରକ୍ତାପାମାର୍ଗ Raktāpāmārga

  • ସଂ. ବି — ନାଲି ଅପମାରଙ୍ଗ ଗୁଳ୍ମ — Red variety of a medicinal plant; Achyranthes Aspera Rubra
  • ସଂ. ବି — [ଦ୍ର—ଏହା ମାରିଷାଦି ବର୍ଗର କଣ୍ଟକୀ ଶାକଗୁଳ୍ମ। ଏହାର ପତ୍ର ଓ ଡାଙ୍ଗ ନାଲିଆ। ବୈଦ୍ୟଶାସ୍ତ୍ର ମତେ ଏହା ବାୟୁ ବର୍ଦ୍ଧକ, ବିଷ୍ଟମ୍ଭକାରକ, କଫକର, ଶୀତବୀର୍ୟ୍ଯ ଓ ରୂକ୍ଷ। ଏହା
  • ସଂ. ବି — ଶ୍ୱେତ ଅପାମାର୍ଗ ଅପେକ୍ଷା କିଞ୍ଚିତ ଅଳ୍ପ ଗୁଣ ବିଶିଷ୍ଟ। ଏହାର ବୀଜ ମଧୁର— ରସ, ମଧୁରବିପାକ, ଦୁଷ୍ପାଚ୍ୟ, ବିଷ୍ଟମ୍ଭୀ, ବାୟୁବର୍ଦ୍ଧକ ଓ ରକ୍ତପିତ୍ତ— ପ୍ରସାଦକ—ଦ୍ରବ୍ଯଗୁଣ।]