ରକ୍ତାମ୍ର Raktāmra

  • ସଂ. ବି. — କୋଶାମ୍ର; ଫଳବୃକ୍ଷ ବିଶେଷ; କୁସୁମ 2 (ଦେଖ) — କୋଶାମ୍ର; ଫଳବୃକ୍ଷ ବିଶେଷ; କୁସୁମ2(ଦେଖ)Scleicheria Trijuga (tree)
  • ସଂ. ବି. — [ଦ୍ର—ଏହାର ଫଳ ବଡ଼ ବର କୋଳି ପରି। ଏଥିର କୋଳି ଆଚାର ହୁଏ।]