ଯୋଗାଙ୍ଗ J̄ogāṇga

  • ସଂ. ବି. ( 6 ଷ୍ଠୀ ତତ୍) ପତଞ୍ଜଳିଙ୍କ ଯୋଗଶାସ୍ତ୍ର ମତରେ ଯୋଗସାଧନାର୍ଥେ ଆବଶ୍ୟକ ଆଠ ଗୋଟି ଉପାୟ (ଯଥା—ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାନ, ଧାରଣା ଓ ସମାଧି (ହି. ଶ) — The 8 means of attaining J̄oga (Apte)