ଯୋଗାକର୍ଷଣ J̄ogākarshaṇa

  • ସଂ. ବି. (ପଦାର୍ଥବିଜ୍ଞାନ ପରିଭାଷା) ପଦାର୍ଥସ୍ଥ ପରମାଣୁ— ସମୂହର ପରସ୍ପର ଆକର୍ଷଣ; ଯେଉଁ ଆକର୍ଷଣ ବଳରେ ଆକୃଷ୍ଟ ହୋଇ ପଦାର୍ଥର ପରମାଣୁ ସମୂହ ଏକତ୍ର ସମ୍ବନ୍ଧ ହୋଇ ରହେ ଓ ବିଛିନ୍ନ ହୁଏ ନାହିଁ — (physics) Chohesion