ଯୋଗା ରୋଚନା J̄ogā rochanā

  • ସଂ. ବି. (ମ. ପ. ଲୋ) — ଏକପ୍ରକାର ଐନ୍ଦ୍ରଜାଲିକ ଲେପ, ଯାହାକୁ ଦେହରେ ଲଗାଇବା ବ୍ୟକ୍ତି ସାଧାରଣ ଚକ୍ଷୁର ଅଦୃଶ୍ୟ ହୁଏ ବା ଅକାଟୁ ହୁଏ — A kind of magical ointment said to possess the power of making one invisible or invulnerable (Apte)