ଯୋଗାଚାର J̄ogāchaāra

  • ସଂ. ବି. — ଯୋଗ ସାଧନ (ଦେଖ) — J̄oga sādhana (See)
  • ସଂ. ବି. — ବୌଦ୍ଧ ପଣ୍ଡିତ— ବିଶେଷ — A sect of Buddhist philosophers
  • ସଂ. ବି. — ବୌଦ୍ଧ ଦର୍ଶନର ମତ ବିଶେଷ — A doctrine of Buddhist philosophy
  • ସଂ. ବି. — [ଦ୍ର—ଏହି ମତରେ ବାହ୍ୟ ବସ୍ତୁ ସବୁ ଶୂନ୍ଯ ଓ ବିଜ୍ଞାନହିଁ ଚିରସ୍ଥାୟୀ।]