ଯୋଗବାହୀ J̄ogabāhī
- ସଂ. ବିଣ. (ଯୋଗ + ବହ. ଧାତୁ + କର୍ତ୍ତୃ. ଇନ୍; 1 ମା. 1 ବ) — ଯୋଗଦ୍ୱାରା ବହନଶୀଳ — Carrying or conveying by 'J̄oga'
- ବି — ଔଷଧାଦିର ମିଶ୍ରଣର ମଧ୍ୟବର୍ତ୍ତୀ ଉପାଦାନ ବିଶେଷ; ଭେଷଜାଙ୍ଗ ବିଶେଷ; ଯେଉଁ ଦ୍ରବ୍ୟ ଏକ ବା ବହୁ ଦ୍ରବ୍ୟ ସଙ୍ଗେ ମିଶାଗଲେ ଉକ୍ତ ଔଷଧ ସେବନଯୋଗ୍ୟ ହୁଏ, ଯଥା ମହୁ — A menstrum or medium for mixing medicines to make them eatable; e.g. honey
- ବି — କ୍ଷାର ବିଶେଷ; ସାଜି ଖାର — Alkali
- ବି — ପାରଦ; ପାରା — Mercury