ଯୋଗବିଭାଗ J̄oga bibhāga

  • ସଂ. ବି. ( 6 ଷ୍ଠୀ ତତ୍) — ମିଶ୍ର ବସ୍ତୁର ପୃଥକ୍କରଣ — Separation of that which is usually combined together (Apte)
  • ସଂ. ବି. ( 6 ଷ୍ଠୀ ତତ୍) — ସୂତ୍ରର ଶବ୍ଦମାନଙ୍କ ପୃଥକ୍କରଣ — The separation of the words of a sutra (Apte) or aphorism
  • ସଂ. ବି. ( 6 ଷ୍ଠୀ ତତ୍) — ବିଧିକୁ ଭାଙ୍ଗି କରି ଏକାଧିକ ବିଧିରେ ପରିଣତ କରିବା — The splitting up of one rule into two or more (Apte)