ଯୋଗତଃ J̄ogataḥ
- ସଂ. କ୍ରି. ବିଣ. (ଯୋଗ + ତସ୍) — ଉପଯୁକ୍ତରୂପେ — Suitably; Properly
- ସଂ. କ୍ରି. ବିଣ. (ଯୋଗ + ତସ୍) — ସମୟାନୁରୂପ — Seasonably; timely; in the proper moment; in due season
- ସଂ. କ୍ରି. ବିଣ. (ଯୋଗ + ତସ୍) — ଯୋଗରେ — By virtue of or through J̄oga
- ସଂ. କ୍ରି. ବିଣ. (ଯୋଗ + ତସ୍) — ଏକଯୋଗ ହୋଇ — Conjointly
- ସଂ. କ୍ରି. ବିଣ. (ଯୋଗ + ତସ୍) — ଯୋଗରୁ; ଯୋଗର ଫଳରେ — From junction; as a result of J̄oga
- ସଂ. କ୍ରି. ବିଣ. (ଯୋଗ + ତସ୍) — ଅନୁସାରେ — In accordance with; according to (Apte)
- ସଂ. କ୍ରି. ବିଣ. (ଯୋଗ + ତସ୍) — କୁହୁକଦ୍ୱାରା — By the power of magic (Apte)