ଯୋଗବିତ୍ J̄ogabit

  • ସଂ. ବିଣ. ପୁଂ. (ଯୋଗ+ବିଦ୍ ଧାତୁ+କର୍ତ୍ତୃ.କ୍ୱିପ୍; 1 ମା. 1 ବ) — ଯୋଗାଭ୍ୟାସକାରୀ — Practising 'J̄oga'
  • ସଂ. ବିଣ. ପୁଂ. (ଯୋଗ+ବିଦ୍ ଧାତୁ+କର୍ତ୍ତୃ.କ୍ୱିପ୍; 1 ମା. 1 ବ) — ଯୋଗଶାସ୍ତ୍ରଜ୍ଞ — Well conversant with the rules of J̄oga
  • ସଂ. ବିଣ. ପୁଂ. (ଯୋଗ+ବିଦ୍ ଧାତୁ+କର୍ତ୍ତୃ.କ୍ୱିପ୍; 1 ମା. 1 ବ) — ପାରଙ୍ଗମ — Skilful (Apte)
  • ସଂ. ବିଣ. ପୁଂ. (ଯୋଗ+ବିଦ୍ ଧାତୁ+କର୍ତ୍ତୃ.କ୍ୱିପ୍; 1 ମା. 1 ବ) — ଚତୁର — Cleve (Apte)
  • ବି — ଯୋଗୀ; ତାପସ; ଯୋଗାଭ୍ୟାସୀ ବ୍ୟକ୍ତି — Ascetic, a practiser of J̄oga
  • ବି — ଯାଦୁ ଗର — Magician
  • ବି — ଯେ ଔଷଧାଦି ମିଶ୍ରିତ କରେ — A compounder of medicines (Apte)
  • ବି — ଯୋଗଦର୍ଶନ ମତାନୁସାରୀ ବ୍ୟକ୍ତି — A follower of the J̄oga doctrines
  • ବି — ଶିବ (ହି.ଶ) — Ṡiba (Apte)