ଯମ କୀଟ J̄ama kīṭa

  • ସଂ. ବି — ଘୁର୍ଘୁରିଆ ପୋକ; ବାଲିମେଣ୍ଡି ପୋକ — Sand-borer insect
  • ସଂ. ବି — ଜିଆ; କେଞ୍ଚୁଆ — Earthworm (Apte)
  • ସଂ. ବି — କାଠ— କଟା ପୋକ — Wood louse (Apte)