ଯମ ଦୂତ J̄ama dūta

  • ସଂ. ବି. (ଯମଙ୍କର ଦୂତ; 6 ଷ୍ଠୀ ତତ୍) — ଯମରାଜାଙ୍କର ଯେଉଁ ଭୃତ୍ୟମାନେ ମୃତବ୍ୟକ୍ତିର ଆତ୍ମାକୁ ପୃଥିବୀରୁ ଯମପୁରକୁ ନେବାପାଇଁ ଆସନ୍ତି — Messengers sent by the God of death to take the departing souls to hell
  • ସଂ. ବି. (ଯମଙ୍କର ଦୂତ; 6 ଷ୍ଠୀ ତତ୍) — ଯମଦୂତଙ୍କ ପରି ବିକଟାକାର ଭୟଙ୍କର ମୂର୍ତ୍ତି — Persons having fearful appearance like the messengers of the God of death