ଯମ କତିରେ ବସିବା J̄ama katire basibā

  • ଦେ. କ୍ରି — ମୃତ ହେବା; ମରିବା — To die; to breaths one's last
  • ଦେ. କ୍ରି — [ଉ—ହାତୀ ତୁଲରେ ଅଙ୍ଗ ମହୀପତି କ୍ଷିତି ଆଶ୍ରେ କରି ବସିଲେ ଯମକରି। କୃଷ୍ଣସିଂହ. ମହାଭାରତ. କର୍ଣ୍ଣ ।]