ଯଥେଚ୍ଛ J̄athechchha
- ସଂ. କ୍ରି. ବିଣ (ଯଥା+ଇଚ୍ଛା, ଅବ୍ୟୟୀଭାବ) — ସ୍ୱେଚ୍ଛା— କ୍ରମେ; ଇଚ୍ଛାନୁସାରେ — Arbitrarily; despotically; according to one's free will
- ସଂ. କ୍ରି. ବିଣ (ଯଥା+ଇଚ୍ଛା, ଅବ୍ୟୟୀଭାବ) — ମନବୋଧ ହେବା ପ୍ରକାରେ — To the heart's content
- ସଂ. ବିଣ — ସ୍ୱେଚ୍ଛାକ୍ରମେ ଅନୁଷ୍ଠିତ — Arbitary; despotic