ଯଥାସ୍ଥାନ J̄athā sthāna

  • ସଂ. ବି. (ଅବ୍ୟୟୀଭାବ) — ଯାହାର ଯେଉଁସ୍ଥାନ ଉପଯୁକ୍ତ. ତାହାର ସେହି ସ୍ଥାନ; ଉପଯୁକ୍ତ ସ୍ଥାନ — Proper place
  • ସଂ. କ୍ରି. ବିଣ — ଉପଯୁକ୍ତ ସ୍ଥାନରେ — In the proper place
  • ସଂ. କ୍ରି. ବିଣ — ତତ୍କ୍ଷଣାତ୍ — Instantly (Apte)
  • ସଂ. କ୍ରି. ବିଣ — ପଦ ମର୍ଯ୍ୟାଦା ଅନୁସାରେ — According to rank (Apte)